ଦାରିଦ୍ର୍ୟ ପାଇଁ ‘ଉଜ୍ଜଳା’ ବିକଳାଙ୍ଗ : ସାହୁକାର ଘରେ ସିଲିଣ୍ଡର ବିକ୍ରି

ରି-ଫିଲିଂକୁ ଟଙ୍କା ନାହିଁ, ସିଲିଣ୍ଡର ଦେଇ ପୁରୁଣା ବାକି ଶୁଝିଲେ ବଅଁରପାଳ : ଦୋକାନରୁ ୫୨୦ଟଙ୍କାରେ ତେଜରାତି ଜିନିଷ କିଣିଥିଲେ ଅନାମ ଗୋଚ୍ଛାୟତ(ଛଦ୍ମନାମ)। ବାକି ଶୁଝି ପାରିଲେନି। ଦୋକାନୀ ଦାଉରୁ ବର୍ତ୍ତିବା ପାଇଁ ଶେଷରେ ଘରେ ଖାଲି ଗଡ଼ୁଥିବା ଉଜ୍ଜଳା ଗ୍ୟାସ୍‌ ସିଲିଣ୍ଡରକୁ ୮ଶହ ଟଙ୍କାରେ ଦୋକାନିକୁ ବିକ୍ରି କରିଦେଲେ। ଅନାମଙ୍କ ଭଳି ସମାନ ପରିସ୍ଥିତିରେ ନିଜ ଗ୍ୟାସ୍‌ ସିଲିଣ୍ଡରକୁ ନେଇ ହୋଟେଲ୍‌ ହାତକୁ ଟେକିଦେଲେ ସଜନ ଗୋଚ୍ଛାୟତ(ଛଦ୍ମନାମ)। ୧୨ଶହ … Continue reading ଦାରିଦ୍ର୍ୟ ପାଇଁ ‘ଉଜ୍ଜଳା’ ବିକଳାଙ୍ଗ : ସାହୁକାର ଘରେ ସିଲିଣ୍ଡର ବିକ୍ରି